ଆସାମ,୨।୩: ଆସାମ ଗସ୍ତରେ ଥିବା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଆଜି ଦ୍ୱିତୀୟ ଦିବସ । ଆଗକୁ ନିର୍ବାଚନ ଥିବା ବେଳେ ପ୍ରିୟଙ୍କା ଆସାମକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି । ସେ ସ୍ଥାନୀୟ ଲୋକମାନଙ୍କୁ ଭେଟି ନିର୍ବାଚନ ପ୍ରଗାର କରିଛନ୍ତି ।

ଆସାମର ତେଜପୁରରେ କଂଗ୍ରେସର ବଡ ସାଧାରଣ ସଭା ପୂର୍ବରୁ ମଙ୍ଗଳବାର ପ୍ରିୟଙ୍କା ଗାନ୍ଧୀ ଚା’ ବଗିଚାରେ ମହିଳା କର୍ମଚାରୀଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ସେଠାରେ ପ୍ରିୟଙ୍କା କାନ୍ଧରେ ଗୋଟିଏ ଟୋକେଇ ରଖି ଚା’ ପତି ତୋଳୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here