କାଠମାଣ୍ଡୁ: ଦେଶର ନ୍ୟାୟାଳୟର ନିର୍ଦ୍ଦେଶ ପରେ ନେପାଳ କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୂର ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି । ସମ୍ବିଧାନର ଧାରା ୭୬ (୫) ଅନୁସାରେ ରାଷ୍ଟ୍ରପତି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ସେ ଅ।ଜି ସନ୍ଧ୍ୟା ୬ଟାରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here