ସୁନ୍ଦରଗଡ, ୧୭।୭ (ଓଡିଶାମେଲ): ସୁନ୍ଦରଗଡ ଟାଉନ କଂଗ୍ରେସ ସଭାପତି କେଡିଅ। ଓ ଇଣ୍ଡିଅ।ନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ
ପେଟ୍ରୋଲ, ଡ଼ିଜେଲ ଗ୍ରାହକ ମାନଙ୍କ ଠାରୁ ଦସ୍ତଖତ ଅଭିଯାନ ଆରମ୍ଭ ସକାଳ ୯ଟା ସମୟରେ ଆରମ୍ଭ ହୋଇ ଦିନ ସାଢେ ୧୧ଟାରେ ଶେଷ ହୋଇଥିଲ। ପମ୍ପକୁ ଆସୁଥିବା ଗ୍ରାହକମାନେ ସ୍ଵତଃ ପ୍ରବୃତ୍ତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଦସ୍ତଖତ କରୁଥିବା ଦେଖାଯାଇଥିଲା I ଉକ୍ତ କାଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ରାଜକିଶୋର ଷଡଙ୍ଗୀ, ପ୍ରଦେଶ ସେବା ଦଳର ସାଧାରଣ ସମ୍ପାଦକ ମୁନୁ ସରାଫ, ବରିଷ୍ଠ କଂଗ୍ରେସ ନେତା କାଳୀପଦ ସାମଲ, ସତ୍ଯ ନାରାୟଣ ସାହୁ, ପର୍ଶୁରାମ ସରାଫ, ବିଶ୍ବଜିତ ପଟ୍ଟନାୟକ, ଅଲତମାତ ହୁସେନ, ବରିଷ୍ଠ ଆଇନଜ୍ଞ କମଳସେନ ଦିନବନ୍ଧୁ ସା, ଶରତ ପୁରୋହିତ, ଶୁଭାଶିଷ ବାନାର୍ଜୀ, ସତ୍ଯଜିତ ନାଏକ, ଦିବ୍ଯ ପଟେଲ, ବାବା ହୁସେନ, ବାବଲୁ ବେନିୱ୍ଆଲ ତଥା ଶତାଧିକ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ l

LEAVE A REPLY

Please enter your comment!
Please enter your name here