ଭଟଲି,୨୫।୭(ଓଡିଶାମେଲ)-ଆଜି ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନମଣ୍ଡଳୀ ଭଟଲି ତହସିଲ ଅଧୀନସ୍ଥ ହାତୀସର ଠାରେ ରାଜସ୍ବ ନିରୀକ୍ଷକଙ୍କ ନୂତନ ଅଫିସ କାର୍ଯ୍ୟାଳୟକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଉଦଘାଟନ କରିଛନ୍ତି। ତାଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟ ନିତ୍ୟାନନ୍ଦ ପଧାନ ଭଟଲି ତହସିଲଦାର ପ୍ରଶାନ୍ତ ମହାପାତ୍ର, ରାଜସ୍ୱନିରକ୍ଷକ, ଭଟଲି ବ୍ଲକ ବିଜୁ ଜନତା ଦଳ ସଭାପତି ଗୋବିନ୍ଦ ପଧାନ, ସାମାଜିକ କର୍ମୀ ସତ୍ୟନାରାୟଣ ପଧାନ, ହାତୀସର ସରପଞ୍ଚ ବୀରେନ୍ଦ୍ର କୁମାର ଭୁଏଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here