ବିଜେପୁର, ୫|୧୨(ଓଡିଶାମେଲ) ବରଗଡ଼ ଜିଲ୍ଲା ପାଇକମାଳର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କୁ ରବିବାର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବରଗଡ଼ ସାଂସଦ ସୁରେଶ ପୁଜାରୀ, ଡା ରାମକ୍ରୁଷ୍ନ ପୁରୋହିତ,ଜିଲ୍ଲା ଭାଜପା ସଭାପତି ଅଶ୍ବିନୀ ଷଢଙ୍ଗୀ, ସୁରେଶ୍ଵର ଶତପଥୀ, ରବି ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବଲାଙ୍ଗିର, ସମ୍ବଲପୁର, ନୂଆପଡା, ବରଗଡ଼ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳର ବହୁ ଲୋକ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here